ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦିଅଁ ଗାଧୁଆ ଥାଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦିଅଁ ଗାଧୁଆ ଥାଳି   ବିଶେଷ୍ୟ

ଅର୍ଥ : କୌଣସି ଦେବାଦେବୀଙ୍କୁ ସ୍ନାନ କରାଇବାପାଇଁ ବ୍ୟବହାର କରାଯାଉଥିବା ଥାଳି ଆକାରର ତମ୍ବା ବା ପିତଳ ପାତ୍ର

ଉଦାହରଣ : ପୂଜାରୀ ଦିଅଁ ଗାଧୁଆ ଥାଳିରେ ପାଣିଭରି ସେଥିରେ ଠାକୁରଙ୍କୁ ସ୍ନାନ କରାଉଛନ୍ତି


ଅନ୍ୟ ଭାଷାରେ ଅନୁବାଦ :

किसी देवी-देवता को स्नान कराने के लिए थाली के आकार का तांबे या पीतल का पात्र।

पुजारीजी तरबहना में जल भरकर उसमें ठाकुरजी को स्नान करा रहे हैं।
तरबहना